28.9 C
Bhubaneswar
Tuesday, June 30, 2026
Homeଓଡିଶାଡିସେମ୍ବର ସୁଦ୍ଧା ଶିକ୍ଷାନୁଷ୍ଠାନକୁ ମିଳିବ ଜମିପଟ୍ଟା

ଡିସେମ୍ବର ସୁଦ୍ଧା ଶିକ୍ଷାନୁଷ୍ଠାନକୁ ମିଳିବ ଜମିପଟ୍ଟା

ଭୁବନେଶ୍ୱର :  ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ସରକାରୀ ଜମିପଟ୍ଟା ଦିଆଯିବ । ପୂର୍ବ ସରକାରରେ ବହୁ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନଥିଲା । ବିଧାନଭାରେ ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ବର୍ଷର ସରକାର ସମୟରେ ଅନେକ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ । ଅନ୍ୟ କାହା ଜମିରେ ସ୍କୁଲ, କଲେଜ ଚାଲିଥିଲା । ପ୍ରାଥମିକ ସ୍କୁଲଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ପଟା ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking