37.1 C
Bhubaneswar
Monday, May 20, 2024
Homeଓଡିଶାଆସନ୍ତାକାଲି ଠାରୁ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା

ଆସନ୍ତାକାଲି ଠାରୁ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ବିଦେଶାଗତ ପକ୍ଷୀ ମାନଙ୍କ ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଜାନୁଆରୀ ୫ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଗଣନା । ଏନେଇ ସୂଚନା ଦେଇଛି ବନ ବିଭାଗ ।

ବର୍ତ୍ତମାନ ଶୀତ କାରଣରୁ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ସେହିପରି ଏହି ସମୟରେ ଭିତରକନିକାର ଜୁଆରୀଆ ଅଞ୍ଚଳ ଏବେ ଶୁଷ୍କ ଥିବାରୁ କୁମ୍ଭୀର ମାନେ ଉଠି ଆସି ନଦୀ ନାଳ ବନ୍ଧ ମାନଙ୍କରେ ରହିଥାନ୍ତି ଫଳରେ ସେମାନଙ୍କୁ ଗଣନା କରିବାରେ ସହଜ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking