24.1 C
Bhubaneswar
Thursday, February 20, 2025
Homeଦେଶ ବିଦେଶପୁଣିଥରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା

ପୁଣିଥରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା

ନୂଆଦିଲ୍ଲୀ : ପୁଣି ଥରେ ଦୁଇ ଭାରତୀୟ ନୌସେନା ମହିଳା ପରାକ୍ରମ ଦେଖାଇଛନ୍ତି । ଦୁଇ  ମହିଳା ଅଧିକାରୀଙ୍କ ସହ ପଏଣ୍ଟ ନେମୋ ଅତିକ୍ରମ କଲା ଆଇଏନଏସଭି ତାରିଣୀ । ପଏଣ୍ଟ ନେମୋ ହେଉଛି ସବୁଠାରୁ ଦୂର ସ୍ଥାନ । ସମୁଦ୍ରର ସବୁଠାରୁ ଦୂର ସ୍ଥାନ । ଆଉ ଏଠାରେ ପହଞ୍ଚିଛନ୍ତି ୨ ମହିଳା ନୌସେନା ଅଧିକାରୀ । ୨ ଅକ୍ଟୋବର ୨୦୨୪ରୁ ଗୋଆରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ତେବେ ଡିସେମ୍ବର ୨୨ରେ ନ୍ୟୁଜିଲାଣ୍ଡର ଲିଟେନଟନ ବନ୍ଦରରେ ପହଞ୍ଚିଥିଲା । ତେବେ ଚଳିତ ମାସ ଆରମ୍ଭରୁ କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଲଲ୍ୟାଣ୍ଡ ଦୀପପୁଞ୍ଜର ପୋର୍ଟ ଷାନଲି ଅଭିମୁଖେ ଯାତ୍ରା କରିଥିଲେ । ତେବେ ପଏଣ୍ଟ ନେମୋ ପ୍ରସାନ୍ତ ମହାସାଗରରେ ଅବସ୍ଥିତ । ଏହା ହେଉଛି ପୃଥିବୀର ବିଚ୍ଛିନ୍ନ ସ୍ଥାନ । ନିକଟ ସ୍ଥଳଠାରୁ ୧୬୦୦ ମାଇଲ୍ ଦୂରରେ ଅବସ୍ଥିତ । ଏହା ନ୍ୟୁଜିଲାଣ୍ଡ ଏବଂ ଆଟଲାଣ୍ଟିକା ମଧ୍ୟରେ ଏହା ଅବସ୍ଥିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking