29.1 C
Bhubaneswar
Wednesday, April 23, 2025
Homeଓଡିଶାଚାଷୀ ସମସ୍ୟା ଆଲୋଚନା ହେଉ : ଗଣେଶ୍ୱର

ଚାଷୀ ସମସ୍ୟା ଆଲୋଚନା ହେଉ : ଗଣେଶ୍ୱର

ଭୁବନେଶ୍ୱର : ଚାଷୀ ସମସ୍ୟା ନେଇ କାହିଁକି ହେଉନି ଆଲୋଚନା । ବିରୋଧୀ ଦଳ ପକ୍ଷରୁ ଆଲୋଚନା ପାଇଁ ଦିଆଯାଇଥିଲା । ଏହା ଲିଖିତ ଭାବେ ବାଚସ୍ପତିଙ୍କୁ ଜଣାଇଥିଲୁ କହିଛନ୍ତି ଗଣେଶ୍ୱର । ଗୃହରେ କାହିଁକି ହେଉନି ଆଲୋଚନା । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ ।  ପ୍ରଶ୍ନକାଳର ଆରମ୍ଭରୁ ହିଁ  ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିଜେଡି , କଂଗ୍ରସର ପାଡିୟମ ତଳେ ନାରାବାଜି ଓ ପ୍ରତିବାଦ କରିଥିଲେ ।   ା ଯାହାଫଳରେ ଗୃହ କାଯ୍ୟ ସୁରୁଖୁରୁରେ ଚାଲିନଥିଲା । ଏନେଇ ମଧ୍ୟାହ୍ନ ୧୨ଟା ପଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି  ବାଚସ୍ପତି ସୁରମା ପାଢୀ ।   ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking