22.1 C
Bhubaneswar
Saturday, March 22, 2025
Homeଓଡିଶାଦଳରେ କୌଣସି ଷଡଯନ୍ତ୍ର ହୋଇନି : ପ୍ରମିଳା

ଦଳରେ କୌଣସି ଷଡଯନ୍ତ୍ର ହୋଇନି : ପ୍ରମିଳା

ଭୁବନେଶ୍ୱର: ବିଧାନସଭା ବଜେଟର ଆଜି ଦ୍ୱିତୀୟ ଅଧିବେଶନ ।  ପ୍ରଶ୍ନକାଳର ଆରମ୍ଭରୁ ହିଁ  ବିଜୁଜନତା ଦଳ ଏବଂ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ବିଜେଡି , କଂଗ୍ରସର ପାଡିୟମ ତଳେ ନାରାବାଜି ଓ ପ୍ରତିବାଦ କରିଥିଲେ ।   ା ଯାହାଫଳରେ ଗୃହ କାଯ୍ୟ ସୁରୁଖୁରୁରେ ଚାଲିନଥିଲା । ଏନେଇ ମଧ୍ୟାହ୍ନ ୧୨ଟା ପଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି  ବାଚସ୍ପତି ସୁରମା ପାଢୀ । ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।ପ୍ରଫୁଲ୍ଲ ଘଡେଇଙ୍କ ମନ୍ତବ୍ୟକୁ ନେଇ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି କେଉଁଠି ଷଡଯନ୍ତ୍ର ହୋଇଛି ପ୍ରଫୁଲ୍ଲ ଘଡେଇ ଜାଣିଥିବେ । ଦଳ ଭିତରେ କୌଣସି ଷଡଯନ୍ତ୍ର ହୋଇନି । କେବେ ଆମର ଅହଙ୍କାର ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking