ଯାଜପୁର:ଯାଜପୁର ଜିଲ୍ଲା ର କୋରେଇ ନିର୍ବାଚନ ମଣ୍ଡଳୀର କୋଗାଁ. ବାଲିଆ. ବୋଧିଆ ମଧ୍ଯମ ସ୍ଥଳରେ ଥିବା ନୂତନ ନିର୍ମିତ ପରମ ବ୍ରହ୍ମ. ଜଗନ୍ନାଥଙ୍କ ର ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାରିଦିନ ଧରି ମହାଆଡମ୍ବରେ ପାଳନ ହୋଇଯାଇଛି । ନୂତନ ଭlବ୍ୟ ମନ୍ଦିର ମହା ପ୍ରଭୂ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ନୂତନ ମନ୍ଦିର ରେ ସିଂହାସନର ଦିବ୍ୟ ଦର୍ଶନ ଭକ୍ତ ମନ କୁ ମୁଗ୍ଧ କରି ଥିଲା l ପ୍ରତିଷ୍ଠା ସମୟ ରେ ଏକ ଅଲୌକିକ ଘଟଣା ଘଟି ଥିଲା ପୁରୀ ରୁ ମହା ପ୍ରଭୂ ଜଗନ୍ନାଥ ଙ୍କ ଠାରୁ ଆଜ୍ଞା ମାଳଆଣିବା ଦିନ ଠାରୁ ଏକ ଧଳା ପାର ମନ୍ଦିର ର ଏକ କଣ ରେ ବସି ରହି ଥିଲା ପ୍ରତିଷ୍ଠା ଉତ୍ସବ ର ମହା ଯଜ୍ଞ ପୂର୍ଣ୍ଣାହୁତି ପରେ ସେ ପରା ଅନ୍ତ ଧ୍ୟାନ ହୋଇ ଯାଇ ଥିଲା l ଷୋଡ଼ଶ ପୂଜା , ବଡ଼ ସିଂହାର ବେଶ, ଚଣ୍ଡି ପାଠ, ଗୀତl ପାଠ ଗୋ-ପୂଜା.ଗୁରୁପୂଜା କରାଯାଇ ଥିଲା l ବହୁ ସଂଖ୍ୟା ଶ୍ରଦ୍ଧାଳୁ ମନ୍ଦିର କୁ ଅସି ଜଗନ୍ନାଥଙ୍କୁ ମହା ପ୍ରଭୂ ଙ୍କ ଦିବ୍ୟ ଦର୍ଶନ ଦର୍ଶନ କରି ନିକ କୁ କୃର୍ଥାଥ ମଣି ଥିଲେ l ଗୀତlଚଣ୍ଡି ପାଠ ବେଦ ମନ୍ତ୍ର ଭଜନ ସଂକୀର୍ତ୍ତନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା । ପୁରୀରୁ ସବାୟତ ମୁକ୍ତି କାନ୍ତ ପତିଆରୀ ବହୂ ସାଧୁ ସନ୍ଥ ରାଜ ନେତା ହରି କ୍ରିତନ୍ ରେ ଯୋଗଦେଇ ମର୍ଜ୍ରି ଯାଇ ଥିଲେ। ଗ୍ରାମର ର ସମସ୍ତ ବୁଦ୍ଧି ଯିବି, ଉପସ୍ଥିତ ଥିଲେ। ଭକ୍ତ ମାନେ ପବିତ୍ର ପୂଜା ଉତ୍ସବରେ ମନ୍ଦିର ପ୍ରାଙ୍ଗଣ ରେ ଉପସ୍ଥିତ ରହି ଜଗନ୍ନାଥଙ୍କ ଦୁର୍ଲ୍ଳଭ ଦର୍ଶନ ପୂର୍ବକ କୃପାଲାଭ କରିଥିଲେ। ମୁଖ୍ୟ କର୍ତା ଭାବେ ପ୍ରଦ୍ୟୁମ୍ନ କୁମାର ବୋଇତାଇ. ଧନେଶ୍ୱର ବାରିକ ଓ ଧନେଶ୍ୱର ବେହେରା ଉପକର୍ତ୍ତା ଭାବେ ଯୋଗ ଦେଇଥିଲେ । ପୂଜକ ସୁରେନ୍ଦ୍ର କୁମାର ପଣ୍ଡା. ଚନ୍ଦ୍ରଶେଖର ପଣ୍ଡା ଓ ଅଭିଜିତ୍ ପଣ୍ଡା ଯଜ୍ଞ କାର୍ଯ୍ୟ ପରିଚାଳନା କରିଛନ୍ତି। ଉମାକାନ୍ତ ବେହେରା. ଉମାକାନ୍ତ କୁଅଁର. ରବୀନ୍ଦ୍ର ପଣ୍ଡା. ଗୋକୁଳାନନ୍ଦ ବେହେରା.ଶରତ ପଲେଇ. ଦିଲ୍ଲୀପ କୁମାର ପଣ୍ଡା ଓ ବିକାଶ କୁଅଁର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସମସ୍ତ ଗ୍ରାମ ବାସୀମାନେ ସହଯୋଗ କରିଥିଲେ।