28.1 C
Bhubaneswar
Tuesday, May 21, 2024
Homeଅପରାଧସ୍ତ୍ରୀର ତଣ୍ଟି କଟିଥିଲା ସ୍ୱାମୀ !

ସ୍ତ୍ରୀର ତଣ୍ଟି କଟିଥିଲା ସ୍ୱାମୀ !

ବ୍ୟୁରୋ : ଟ୍ରେନ୍ ଟଏଲେଟ୍ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣା । ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ । ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡିଶା  ଆଣୁଛି ଜିଆରପି । ଅଭିଯୁକ୍ତ ଦ୍ୱିତୀୟ ସ୍ତ୍ରୀ ଥିଲା ମୃତ ମହିଳା , ଖୋଲିବ ହତ୍ୟାର ଗୁମର । ଏପ୍ରିଲ ୨୦ରେ ଭୁବନେଶ୍ୱର-ଧନବାଦ ଏକ୍ସପ୍ରେସରୁ ମିଳିଥିଲା ମୃତଦେହ ।

ସ୍ୱିଜରଲ୍ୟାଣ୍ଡ ଯୁବତୀଙ୍କୁ କରୁଥିଲେ ପ୍ରେମ, ଦିଲ୍ଲୀ ଡାକି ମାରିଦେଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking