26.1 C
Bhubaneswar
Thursday, July 3, 2025
Homeଅପରାଧସ୍ତ୍ରୀକୁ ହାଣି ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ

ସ୍ତ୍ରୀକୁ ହାଣି ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ

ପାରଳାଖେମୁଣ୍ଡି: ସ୍ତ୍ରୀକୁ ହାଣି ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ । କାଶୀନଗର ଥାନା ସାରା ଗାଁରେ ଏହିଭଳି ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ଚାଷ ଜମିକୁ ନେଇ ୨ ଜଣଙ୍କ ମଧ୍ୟରେ ବଚସା ହେବା ପରେ ହତ୍ୟା ହୋଇଥିଲା । ଜମିରେ ପଡିଛି ମୁଣ୍ଡ ବିହୀନ ଶରୀର ଏବଂ ଘର ଦାଣ୍ଡରେ ପଡିରହିଛି କଟାମୁଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking