ସାଂସଦ ବିଶିଙ୍କୁ ଗିରଫ କରାଯାଉ: ବିଜେପି

ଭୁବନେଶ୍ୱର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି କଲା ବିଜେପି । ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଗିରଫ ଦାବି କଲା ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି । ଦୁର୍ଘଟଣା ସମୟରେ ସାଂସଦ ଗାଡି ଭିତରେ ଥିଲେ ବୋଲି କହିଲେ । ଯୁବକଙ୍କୁ ହସ୍ପିଟାଲ ନ ନେଇ ସେଠାରୁ ପଳାଇବା ଅମାନବୀୟ କାମ । ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ସାଂସଦଙ୍କୁ ଗିରଫ କରାଯାଉ ବୋଲି ଦାବି କଲା ବିଜେପି … Continue reading ସାଂସଦ ବିଶିଙ୍କୁ ଗିରଫ କରାଯାଉ: ବିଜେପି