30.1 C
Bhubaneswar
Sunday, March 23, 2025
Homeଓଡିଶାଗୃହ ୧୨ଟା ଯାଏଁ ମୁଲତବି

ଗୃହ ୧୨ଟା ଯାଏଁ ମୁଲତବି

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ଆରମ୍ଭରୁ ହିଁ ହଙ୍ଗାମା , ହୋହଲ୍ଲା ଦେଖାଦେଇଛି । ତୃତୀୟ ଦିନରେ ମଧ୍ୟ ଚାଲିପାରିନି ପ୍ରଶ୍ନକାଳ । ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମା ଦେଖାଦେଇଛି । ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଛନ୍ତି । ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ହଙ୍ଗାମା ଦେଖାଦେଇଛି । ଏଭଳି ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking