37.1 C
Bhubaneswar
Monday, May 20, 2024
Homeଓଡିଶାହାଇଟେକ୍ ବିସ୍ଫୋରଣ ଘଟଣା: ମୋଷ୍ଟ ପ୍ରୋବାବ୍‌ଲି ଦିଲ୍ଲୀପ ଜୀବିତ

ହାଇଟେକ୍ ବିସ୍ଫୋରଣ ଘଟଣା: ମୋଷ୍ଟ ପ୍ରୋବାବ୍‌ଲି ଦିଲ୍ଲୀପ ଜୀବିତ

ଭୁବନେଶ୍ୱର: ହାଇଟେକ୍ ହମେଡିକାଲ୍ ବିସ୍ଫୋରଣ ଘଟଣାରେ ପ୍ରେସମିଟ୍ ଜାରି ରହିଛି । ମୃତ୍ୟୁକୁ ନେଇ ଦ୍ୱନ୍ଦ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରେସମିଟ୍ । ଆମେ କହିବା ମୋଷ୍ଟ ପ୍ରୋବାବ୍‌ଲି ଦିଲ୍ଲୀପ ଦାମନ୍ତରାୟ ବଂଚିଛନ୍ତି । ଚିକିତ୍ସିତ ବ୍ୟକ୍ତି ୯୫% ଦିଲ୍ଲୀପ ସାମନ୍ତରାୟ ହୋଇଥିବା ଲାଗୁଛି । ଜ୍ୟୋତିରଞ୍ଜନ ନିଜକୁ ଦୃଢତାର ସହ ଦିଲ୍ଲୀପ ବୋଲି ପରିଚୟ ଦେଉଛନ୍ତି । ଦୁଇ ପରିବାର ମଧ୍ୟ ବ୍ୟକ୍ତି ଜଣଙ୍କ ଦିଲ୍ଲୀପ ହୋଇଥିବା ଅନୁମାନ କରୁଛନ୍ତି ।

ଦ୍ୱନ୍ଦ ଦ୍ୱର ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ କହିଲେ କତ୍ତୃପକ୍ଷ । ବିସ୍ଫୋରଣ ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଠିକା ସଂସ୍ଥା କର୍ମଚାରୀଙ୍କ ପରିଚୟ ଆଧାରରେ ସେମାନଙ୍କ ଚିକିତ୍ସା ଚାଲିଥିଲା । ୩୦ରେ ମୃତ ବ୍ୟକ୍ତି ଦିଲ୍ଲୀପ ବୋଲି ଠିକା ସଂସ୍ଥା କର୍ମଚାରୀ ଚିହ୍ନଟ କରିଥିଲେ । ପରିବାର ଲୋକେ ମୃତଦେହ ଚିହ୍ନଟ ପରେ ବ୍ୟବଚ୍ଛେଦ ହୋଇଥିଲା । ଆଇନଗତ ଏବଂ ନୈତିକତା ଦୃଷ୍ଟିରୁ ଆମେ ଠିକ୍ ବୋଲି କହିଛନ୍ତି ହାଇଟେକ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking