32.1 C
Bhubaneswar
Thursday, April 10, 2025
Homeଓଡିଶାଟ୍ରକ୍ ସହ ଜଳିଗଲେ ଡ୍ରାଇଭର

ଟ୍ରକ୍ ସହ ଜଳିଗଲେ ଡ୍ରାଇଭର

ଭୁବନେଶ୍ୱର: ବଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ୍ । ଦୁର୍ଘଟଣା ପରେ ଟ୍ରକ୍ ସହ ଜଳିଗଲେ ଗୋଟିଏ ଟ୍ରକ୍ ଡ୍ରାଇଭର । ଏବେ ଯାଏଁ ଅନ୍ୟ ଟ୍ରକ୍ ଡ୍ରାଇଭର ନିଖୋଜ ଥିବା ସୂଚନା ରହିଛି । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking