37.1 C
Bhubaneswar
Monday, May 20, 2024
Homeଓଡିଶାପିକନିକ ବସ୍ ଦୁର୍ଘଟଣା: ୫ ଗୁରୁତର

ପିକନିକ ବସ୍ ଦୁର୍ଘଟଣା: ୫ ଗୁରୁତର

କାମାକ୍ଷାନଗର: ପିକନିକ୍ ବସର ସିରିଜ୍ ଦୁର୍ଘଟଣା ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସକୁ ପିଟିଲା ଆଉ ଏକ ଟ୍ରକ୍ । ମହାବୀରରୋଡ ଥାନା ଭେଜିଆ ଛକରେ ସିରିଜ୍ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିବା ବେଳେ ସେହି ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking