29.5 C
Bhubaneswar
Saturday, June 20, 2026
Homeଓଡିଶାଯୋଗ୍ୟଙ୍କୁ ମିଳିବ, ଅଯୋଗ୍ୟଙ୍କୁ ମିଳିବନି ଘର

ଯୋଗ୍ୟଙ୍କୁ ମିଳିବ, ଅଯୋଗ୍ୟଙ୍କୁ ମିଳିବନି ଘର

ଭୁବନେଶ୍ୱର: ବସ୍ତି ଉଚ୍ଛେଦକୁ ନେଇ ବିଏମସି କମିଶନର ଚଞ୍ଚଲ ରାଣା ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି,ଉଚ୍ଛେଦଙ୍କ ଭିତରେ ଥିବା ଯୋଗ୍ୟ  ହିତାଧିକାରୀଙ୍କୁ ମିଳିବ ଘର। ଅଯୋଗ୍ୟ ହିତାଧୀକାରୀଙ୍କୁ କେବେବି ଦିଆଯିବ ନାହିଁ ଘର। ଏବେ ସୁଦ୍ଧା ୪୫୫ ଘର ଅଛି ମହଜୁଦ , ଯେତେ ଆବଶ୍ୟକ ପଡିବ ଦିଆଯିବ। ଖୁବଶୀଘ୍ର ଯୋଗ୍ୟ  ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ହେବ। ରାସ୍ତା ନିର୍ମାଣ ପାଇଁ ଜବରଦଖଲ କରିବାକୁ ଚେଷ୍ଟା କରୁଛି ବିଏମସି । ପୂର୍ବରୁ ଏନେଇ ସ୍ଥାନୀୟ ବାସିନ୍ଦାଙ୍କୁ ନୋଟିସ  କରିଥିଲା ବିଏମସି । ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ ହେଉଛି । ବୁଦ୍ଧ ବିହାରରେ ଥିବା ଫ୍ଲାଟରେ ଅନେକ ଲୋକଙ୍କୁ କରାଗଲାଣି ଥଇଥାନ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking