31.1 C
Bhubaneswar
Friday, March 29, 2024
Homeଓଡିଶାଜୋବ୍ରା ବ୍ୟାରେଜରେ ଭାସୁଛି ହାତୀର ମୃତ ଦେହ

ଜୋବ୍ରା ବ୍ୟାରେଜରେ ଭାସୁଛି ହାତୀର ମୃତ ଦେହ

କଟକ : କଟକ ଜୋବ୍ରା ବ୍ୟାରେଜ୍ ରେ ଭାସୁଛି ହାତୀର ମୃତ ଦେହ । ମୁଣ୍ଡଳୀ ବ୍ୟାରେଜ୍ ରେ ଫସିଥିବା ହାତୀ ଭାସି ଆସିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ବନ ବିଭାଗ ପକ୍ଷରୁ ଦିଆଯାଇନାହିଁ । ବର୍ତ୍ତମାନ ହାତୀର ମୃତଦେହକୁ ଉଦ୍ଧାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking