30.1 C
Bhubaneswar
Tuesday, April 28, 2026
Homeଓଡିଶାଜଳିଗଲା ଲୁଗା ଦୋକାନ

ଜଳିଗଲା ଲୁଗା ଦୋକାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଲୁଗା ଦୋକାନ। କେନ୍ଦ୍ରାପଡ଼ା ବଡ଼ହାଟରେ ଥିବା ଜୟ ଫ୍ୟାସନରେ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ଲୁଗା ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡି ଯାଇଥିବା ସୂଚନା ରହିଛି । ତେବେ ସର୍ଟ ସର୍କିଟ ଯୋଗୁଁ ଭୋରରୁ ନିଆଁ ଲାଗି ଏମିତି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking