28.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶକୃଷି ଉଡ଼ାଣ ଯୋଜନାରେ ୫୮ଟି ବିମାନ ବନ୍ଦର ସାମିଲ

କୃଷି ଉଡ଼ାଣ ଯୋଜନାରେ ୫୮ଟି ବିମାନ ବନ୍ଦର ସାମିଲ

ନୂଆଦିଲ୍ଲୀ: ଦେଶରେ ଥିବା ୫୮ଟି ବିମାନ ବନ୍ଦରକୁ କୃଷି ଉଡ଼ାଣ ଯୋଜନାରେ ସାମିଲ କରାଯାଇଥିବା ସରକାର ସୂଚନା ଦେଇଛନ୍ତି। ୨୦୨୦ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ପରିବହନ କ୍ଷେତ୍ରରେ ସହାୟତା କରିବ ଏବଂ ତାର ଉଚିତ୍‌‌ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟ ରହିଛି। ଗତକାଲି ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ବି.କେ. ସିଂହ କହିଛନ୍ତି, ପାହାଡ଼ିଆ ଅଞ୍ଚଳ, ଉତ୍ତର ପୂର୍ବ ରାଜ୍ୟ ଏବଂ ଆଦିବାସୀ ଅଞ୍ଚଳରେ ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ପଦାର୍ଥର ଶୀଘ୍ର ପରିବହନ ସୁନିଶ୍ଚିତ କରିବା ଲାଗି ୨୦୨୧ରେ କୃଷି ଉଡ଼ାଣ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking