32.1 C
Bhubaneswar
Sunday, May 26, 2024
Homeଦେଶ ବିଦେଶତେହରିକ୍‌-ଏ-ହୁରିୟତ ବ୍ୟାନ୍‌

ତେହରିକ୍‌-ଏ-ହୁରିୟତ ବ୍ୟାନ୍‌

ନୂଆଦିଲ୍ଲୀ: ତେହରିକ୍‌-ଏ-ହୁରିୟତ ବ୍ୟାନ୍ ଘୋଷଣା କଲେ କେନ୍ଦ୍ର ସରକାର । ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ସଙ୍ଗଠନ ତେହରିକ୍‌-ଏ-ହୁରିୟତ । ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟାନ୍ ହୋଇଥିବା ଘୋଷଣା କରାଯାଇଛି । ଏକ୍ସରେ ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହା ।

ଇଣ୍ଡୋନେସିଆରେ ଭୂକମ୍ପ ଝଟକା

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking