ଇଣ୍ଡୋନେସିଆରେ ଭୂକମ୍ପ ଝଟକା

ଇଣ୍ଡୋନେସିଆ:ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ଥିବା ଜଣାପଡ଼ିଛି। ତେବେ ଭୂକମ୍ପଜନିତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ଅପରପକ୍ଷରେ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ସୁନାମି ସତର୍କତା ଦିଆଯାଇନାହିଁ।