31.1 C
Bhubaneswar
Friday, March 29, 2024
Homeଖେଳଦ.ଆଫ୍ରିକା ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଦ.ଆଫ୍ରିକା ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ଦକ୍ଷିଣ ଆଫ୍ରୀକା ବିପକ୍ଷ ଟି-୨୦ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ୧୮ ଜଣିଆ ଟିମ୍ ଘୋଷଣା ହୋଇଛି । ଉଭୟ ଟେଷ୍ଟ ଓ ଟି-ଟ୍ୱେିଣ୍ଟି ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଟି-ଟ୍ୱିଣ୍ଟି ସିରିଜ୍ ପାଇଁ କେଏଲ୍ ରାହୁଲ ଅଧିନାୟକ, ଋଷଭ ପନ୍ତ ଉପଅଧିନାୟକ ବୋଲି ଗେଶଷରା କରାଯାଇଛି । ଋତୁରାଜ ଗାଏକୱାଡ, ଈଶାନ କିଷାନ, ଦୀପକ ହୁଡ୍ଡା ଦଳରେ ସାମିଲ୍ । ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ହାର୍ଦ୍ଦି ପାଣ୍ଡ୍ୟା, ଭି. ଆୟର, ୱାଇ ଚହଲ, କୁଦଦୀପ ଯାଦବ, ଅକ୍ଷର ପଟେଲ, ଆର୍ ବୈଷ୍ଣୋୟୀ, ହଁ.ଲ ପଟେଏ, ଭୁବନେଶ୍ୱର କୁମାର, ଅୱୋଶ ଖାନ୍‌, ହର୍ଷଦୀପ ସିଂ, ୟୁ. ମଲ୍ଲିକ ଦଳରେ ସାମିଲ ହୋଇଛନ୍ତି । ଜୁନ୍ ୧୨ରେ ବାରବାଟୀରେ ହେବ ଟି-୨୦ ମ୍ୟାଚ୍ ।

ଟେଷ୍ଟ ସିରିଜ ପାଇଁ ରୋହିତ ଶର୍ମା ତୁଲାଇବେ ଅଧିନାୟକ ଓ କେ ଏଲ୍ ରାହୁଲ ଉପଅଧିନାୟକ । ଟେଷ୍ଟ ସିରିଜ ପାଇଁ ଦଳରେ ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର ସମାଲ ହୋଇଛନ୍ତି । ସେହିପରି ହନୁମାନ ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ, କେ ଏସ୍ ଭରତ, ଆର୍ ଜଡେଜା, ଅଶ୍‌ିନୀ, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ସାମିଲ ହୋଇଛନ୍ତି ।

ସେହିପରି ଇଂଲଣ୍ଡ ଗସ୍ତ ପାଇଁ ମଧ୍ୟ ଟିମ୍ ଘୋଷଣା ହୋଇଛି। ଗତବର୍ଷ ସିରିଜରେ ଗୋଟିଏ ମ୍ୟାଚ୍ ବନ୍ଦ ରହିଥିଲା, ଯାହା ଜୁଲାଇରେ ଖେଳାଯିବ। ଇଂଲଣ୍ଡ ରୋହିତ ଶର୍ମା (ଅଧିନାୟକ) କେ.ଏଲ୍ ରାହୁଲ (ଉପ-ଅଧିନାୟକ) ଶୁଭମନ ଗିଲ୍, ବିରାଟ କୋହଲି ଶ୍ରେୟସ୍ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋିଷଭ ପନ୍ତ, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି , ପ୍ରସିଦ୍ଧ କ୍ରିର୍ଷ୍ଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking