33.1 C
Bhubaneswar
Friday, April 26, 2024
Homeଓଡିଶାସେସୁକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କଲା

ସେସୁକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କଲା

ଭୁବନେଶ୍ୱର : ସେସୁକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କରିଥିବା ଜଣାପଡିଛି | ଯେଉଁ ଅଂଚଳରେ ମାନଙ୍କରେ ସେସୁ ବିଦ୍ୟୁତ ଯୋଗାଣ କରୁଥିଲା ଏଣିକି ସେବା ଯୋଗାଇବ ଟାଟା ପାୱାର  । ସେସୁକୁ ଅଧିଗ୍ରହଣ କରାଯାଇଥିବା ଟାଟା ପାୱାର ପକ୍ଷରୁ ଟ୍ୱିଇଟ କରି ସୂଚନା ଦିଆଯାଇଛି ସେସୁକୁ ବିକ୍ରି କରିବା ପାଇଁ ଘରୋଇ ସରକାରୀ ସହଭାଗିତାରେ ଅର୍ଥାତ ପିପିପିରେ ଏକ ସ୍ପେସିଆଲ ପରପୋଜ ଭେଇକେଲ ଗଠନ କରାଯିବ । ଏହା ଫଳରେ ସେସୁ ଅଧିନରେ ଥିବା ଓଡ଼ିଶାର ୫ଟି ସର୍କଲରେ ଟାଟା ପାୱାର ବିଦ୍ୟୁତ ସେବା ଯୋଗାଇବ । ଭୁବନେଶ୍ୱର ୧ ଓ ୨ ଏବଂ କଟକ, ପାରାଦ୍ୱୀପ, ଢେଙ୍କାନାଳ । ଏହି ସବୁ ଅଂଚଳରେ ବିଦ୍ୟୁତ ଯୋଗାଣ ଓ ପରିଚାଳନା ପାଇଁ ଟାଟା ପାୱାରକୁ ଓଡ଼ିଶା ନିୟାମକ ଆୟୋଗ ପକ୍ଷଯରୁ କ୍ଷମତା ଦିଆଯାଇଛି । ଏହା ଫଳରେ ଟାଟା ପାୱାର ଏହି ୫ଟି ସର୍କଲରେ ଆସନ୍ତା ୨୫ବର୍ଷ ଯାଏଁ ସେବା ଯୋଗାଇବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking