40.1 C
Bhubaneswar
Tuesday, April 30, 2024
Homeଓଡିଶାଥାନାରେ ଅଟକ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଥାନାରେ ଅଟକ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ଅଭିଯୋଗ କ୍ରମେ ଥାନାରେ ଅଟକ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ବାପାଙ୍କ ଅଭିଯୋଗ କ୍ରମେ ଚମାଖଣ୍ଡି ଥାନାରେ ଅଟକ ଯୁବକଙ୍କ ମୃତ୍ୟୁ । ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇକୁ ଗଞ୍ଜାମ ଏସପିଙ୍କ ପ୍ରତିକ୍ରିୟା । ପାରିବାରିକ କଳହକୁ ନେଇ ପୁଅ ବିରୋଧରେ ଅଭିଯୋଗ କରିଥିଲେ ବାପା । ଆଜି ଭୋର ସମୟରେ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ପରେ ମେକେସିଜିରେ ମୃତ୍ୟୁ ହୋଇଛି ।

ପାର୍ବଣକୁ ଜଗିବ ସିସିଟିଭି, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking