ପାର୍ବଣକୁ ଜଗିବ ସିସିଟିଭି, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ

କଟକ: ଦଶହରା ପାଇଁ ସଜେଇ ହୋଇଛି ସିଲଭର ସିଟି । ଦୀର୍ଘ ଦୁଇ ବର୍ଷ ପରେ କୋରୋନା କଟକଣା ମୁକ୍ତ ଦଶହରା ପୂଜା ଆରମ୍ଭ ହୋଇଛି । ସୁରୁଖୁରୁରେ ତଥା ଶାନ୍ତି ଶୃଙ୍ଖଳା ସହ ପୂଜା ସମ୍ପର୍ଣ୍ଣ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ କମିଶନରେଟ ପୋଲିସ ସୂଚନା ଦେଇଛି । ଏଥର ପୂଜା ପାଇଁ ସହରରେ ୫୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ । ସୁରକ୍ଷା ଦାୟିତ୍ୱରେ ୬ ଜଣ … Continue reading ପାର୍ବଣକୁ ଜଗିବ ସିସିଟିଭି, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ