ଭୁବନେଶ୍ୱର : କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ ା ସୁରଙ୍କ ଘର ବାହୁଡା ହୋଇଛି । ଦଳକୁ ଫେରି ଭାବବିହ୍ୱଳ ହୋଇଛନ୍ତି ସୁର । ୯ ମାସ ପରେ ଦଳକୁ ଫେରିଲେ ସୁର ରାଉତରାୟ । ଭାବବିହ୍ୱଳ ହୋଇ ରାହୁଲ ଗାନ୍ଧୀ , ଭକ୍ତ ଦାସଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ସହିତ ଛାତ୍ର କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ।