22.1 C
Bhubaneswar
Saturday, March 22, 2025
Homeଓଡିଶା‘ବିରୋଧୀ ଭୟଭୀତ ଓ ପଳାୟନ ପନ୍ଥୀ’

‘ବିରୋଧୀ ଭୟଭୀତ ଓ ପଳାୟନ ପନ୍ଥୀ’

ଭୁବନେଶ୍ୱର : ଗୃହ ମୁଲତବି  ନେଇ  ସଂସଦୀୟ ବ୍ୟାପାର  ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ବିରୋଧୀ ଦଳ କାଯ୍ୟ ନିର୍ୱାହ କରିପାରୁ ନାହାନ୍ତି । ବିରୋଧୀ ଉତ୍ତର ଶୁଣିବାକୁ ସାହାସ ରଖିନାହାନ୍ତି । ବିରୋଧୀଙ୍କ କୁମ୍ଭୀର କାନ୍ଦଣା ବନ୍ଦ ହେଉ । ବିଜେଡି ଓ କଂଗ୍ରେସ ର ଏହା ଡବଲ ଷ୍ଟାଣ୍ଡ । କାହିଁକି ଆଲୋଚନାକୁ କଂଗ୍ରେସ – ବିଜେଡି  ଆସୁନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking