30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟ ଜୁମ୍ ଆପ୍ ବ୍ୟାନ୍ ସମ୍ବନ୍ଧୀୟ ପିଆଇଏଲ୍‌କୁ ବନ୍ଦ କଲେ

ସୁପ୍ରିମ୍‌କୋର୍ଟ ଜୁମ୍ ଆପ୍ ବ୍ୟାନ୍ ସମ୍ବନ୍ଧୀୟ ପିଆଇଏଲ୍‌କୁ ବନ୍ଦ କଲେ

ନୂଆଦିଲ୍ଲୀ: ଭିଡିଓ କନ୍‌ଫରେନ୍ସିଂ ଆପ୍ ଜୁମ୍ ସମ୍ବନ୍ଧୀୟ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) କୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି । ଏହି ଆପ୍ ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହୋଇପାରେ ବୋଲି ପିଟିସନ୍‌ରେ ଦାବି କରାଯାଇଥିଲା । ମଙ୍ଗଳବାର ଜୁମ୍‌ର ଓକିଲ ଅରବିନ୍ଦ ଦାତ୍ତାର କୋର୍ଟକୁ ସୂଚନା ଦେଇଥିଲେ ଯେ ୨୦୨୦ରେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟର ଏକ୍ସପର୍ଟ କମିଟି ଆପ୍‌କୁ ସମର୍ଥନ କରିଥିଲା । ଦେଶର କେତେକ ସ୍ଥାନରେ କୋର୍ଟ କାର୍ଯ୍ୟରେ ମଧ୍ୟ ଏହି ଆପ୍‌ର ବ୍ୟବହାର କରାଯାଉଛି ।

୧୭ ମହିଳାଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି, ୫ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking