୧୭ ମହିଳାଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି, ୫ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେ-ନାସିକ୍ ହାଇୱେରେ ସୋମବାର ବିଳମ୍ବିତ ରାତିରେ ଏକ ଏସ୍‌ୟୁଭି ୧୭ ମହିଳାଙ୍କ ଉପରେ ଚଢ଼ିଯାଇଛି । ଫଳରେ ୫ ଜଣ ମହିଳା ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୨ ଜଣ ଗୁରୁତର ଭାବେ ଆହତ । ସେମାନଙ୍କର ଚିକିତ୍ସା କରାଯାଉଛି । ପୁଣେ ସହରଠାରୁ ପ୍ରାୟ ୫୦ କିମି ଦୂର ଶିରୋଲୀ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । ଅଜ୍ଞାତ କାର୍ ଚାଳକ ଫେରାର୍ ହୋଇଯାଇଥିବା ବେଳେ ପୁଲିସ ତା’ ବିରୋଧରେ … Continue reading ୧୭ ମହିଳାଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି, ୫ ମୃତ