27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦାବି ପତ୍ର ପ୍ରଦାନ

ଦାବି ପତ୍ର ପ୍ରଦାନ

କେନ୍ଦ୍ରାପଡା: ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡା ବ୍ଲକର ବାରୁ ପଞ୍ଚାୟତର ତ୍ରିଲୋଚନପୁର ଗ୍ରାମ ଚାଷ ଜମିରେ ପାଣି ଜମି ରହି ଶତ ପ୍ରତିଶତ ଧାନ ଫସଲ ହୋଇଯାଇଥିଲେ ବି ତ୍ରିଲୋଚନପୁର ଗ୍ରାମରେ ଫସଲ ନଷ୍ଟ ହୋଇ ନଥିବା ସ୍ଥାନୀୟ ଆର ଆଇ ରିପୋର୍ଟ ଦେଇଥିବା ପ୍ରତିବାଦରେ ତ୍ରିଲୋଚନପୁର ଗ୍ରାମବାସୀ ଆଜି କେନ୍ଦ୍ରାପଡା ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଆର ଆଇ ଏ ନେଇ ଦୁର୍ନୀତି କରିଥିବା ତ୍ରିଲୋଚନପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦାବିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ତହସିଲଦାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking