ମାଲକାନଗିରି : ସେବାଶ୍ରମ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଗମ୍ଫାକୋଣ୍ଡା ସେବାଆଶ୍ରମ ହଷ୍ଟେଲରୁ ଉଦ୍ଧାର କରାଯାଇଛି । ତେବେ ଛାତ୍ରଙ୍କ ମୃତ୍ୟୁ କିପରି ହୋଇଛି କାରଣ ଅସ୍ପଷ୍ଟ ରହିଛି ।