32.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗସୁକିନ୍ଦାରେ ଛାତ୍ର ଯୁବ ବିଜେଡ଼ିର ୨୦୨୧ ଏଜେଣ୍ଡା

ସୁକିନ୍ଦାରେ ଛାତ୍ର ଯୁବ ବିଜେଡ଼ିର ୨୦୨୧ ଏଜେଣ୍ଡା

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଛାତ୍ର ଯୁବ ମାନଂକୁ ଟେକ୍ନ ଲୋଜି ବ୍ୟବହାର ର ତାଲିମ ଦେବା ପାଇଁ ବିଧାୟକ ଇଂ ପ୍ରିତିରଞ୍ଜନ ଘଡେଇ 2021 ମସିହା ପାଇଁ ଏଜେଣ୍ଡା ପ୍ରସ୍ତୁତ କରି ଛନ୍ତି ବର୍ଷର ଶେଷ ଦିନରେ ଛାତ୍ର-ଯୁବ ବିଜେଡ଼ି ର ରାଜ୍ୟ ନେତୃତ୍ୱ, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ କର୍ମକର୍ତ୍ତାଙ୍କ ମତାମତ ନେଇଛନ୍ତି । ୨୦୨୧ରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ରାଜ୍ୟ ନେତୃତ୍ୱ, ପଞ୍ଚାୟତର ପଦାଧିକାରୀଙ୍କୁ ଅବଗତ କରାଇଛନ୍ତି ।
କରୋନା ଯୋଗୁଁ ଭର୍ଚ୍ଚୁଆଲ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଭ୍ୟସ୍ତ ହୋଇ ପଡିଥିବା ବିଜେଡି,୨୦୨୧ରେ ଟେକ୍ନଲୋଜିର ବହୁଳ ବ୍ୟବହାର କରିବ । ସୋସିଆଲ ମେଡ଼ିଆ ରେ ଅଭିଜ୍ଞ ଛାତ୍ର-ଯୁବ ନେତୃତ୍ୱ ସୋସିଆଲ ୱାର୍କ କୁ ପ୍ରାଥମିକତା ଦେବାକୁ ସ୍ଥିର ହୋଇଛି । ଖୁବଶୀଘ୍ର ସୁକିନ୍ଦା ରେ 5000 ଯୁବ ଓ ଛାତ୍ରଙ୍କର ସମାବେଶ ହେବ ବୋଲି ସୁକିନ୍ଦା ବିଧାୟକ ତଥା ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking