27.8 C
Bhubaneswar
Monday, June 22, 2026
Homeଓଡିଶାନଦୀରେ ବୁଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ନଦୀରେ ବୁଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ରାଉରକେଲା: ତରକେରା ପମ୍ପ ହାଉସ ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ତିନି ଛାତ୍ର। ସୂଚନା ଅନୁଯାୟୀ, ସ୍କୁଲ ଛୁଟି ଥିବାରୁ ଅସହ୍ୟ ତାତିରେ ମଜା ଉଠାଇ ସାଙ୍ଗମାନଙ୍କ ସହ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ପାଣି ବୁଡ଼ି ଜଣେ ଛାତ୍ରଙ୍କ ନିଖୋଜ ହୋଇଥିଲେl ରଘୁନାଥପାଲି ପୁଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଲେ ଏସଟିଏ ଛକ ଗଜପତିପାଲିର ଆଶିଷ ଗିରି (୧୯)l ତାର ଅନ୍ୟ ତିନି ସାଙ୍ଗ ସୁଧାଂଶୁ ବେହେରା, ଶୁଭମ ପ୍ରଜାପତି ଓ ଅଭୟ ଗିରି ବର୍ତ୍ତି ଯାଇଛନ୍ତି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking