32.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗବିଏଡ ଛାତ୍ରଛାତ୍ରୀଙ୍କ ଧାରଣା

ବିଏଡ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ୱର : ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟରେ ବିଏଡ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ଫି ଛାଡ ଦାବି ନେଇ ଇଣ୍ଟିଗ୍ରେଟେଡ , ବିଏଡ ଛାତ୍ରଛାତ୍ରୀ ଆଜି ବିଶ୍ୱବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । କୋରନା ମହାମାରୀ ଯୋଗୁଁ ସେମାନଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ରହୁଛି । ଏଥିଯୋଗୁଁ ପରୀକ୍ଷା ଫି୫୦ ପ୍ରତିଶତ ଛାଡ କରିବା ପାଇଁ ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିବେଦନ କରିଥିଲେ । ଏନେଇ କୌଣସିି ପଦକ୍ଷେପ ନିଆନଯିବାରୁ ଆଜି ଛାତ୍ରଛାତ୍ରୀ ମାନେ ଧାରଣା ଦେଇଛନ୍ତି ।

ଗତ ୨୨ ତାରିଖରେ ମଧ୍ୟ ପୁର୍ବରୁ ଏହି ଛାତ୍ରଛାତ୍ରୀ ମାନେ ଧାରଣା ଦେଇଥିଲେ । କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନଥିଲା ତେବେ ଆଜି ପୁଣି ଥରେ ଶାନ୍ତି ପୁର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking