29.1 C
Bhubaneswar
Monday, May 6, 2024
Homeଓଡିଶାନବନିର୍ମିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଧରାଶାୟୀ

ନବନିର୍ମିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଧରାଶାୟୀ

ତିଗିରିଆ : ଭାଙ୍ଗିଲା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି । ତିଗିରିଆ ଗାନ୍ଧୀ ପଡିଆ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା । ମାତ୍ର ଅଳ୍ପ ସମୟରେ ଏହି ମୂର୍ତ୍ତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲା । ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅବମାନନା ହୋଇଛି । କାହିଁକି ଏହି ପ୍ରତିମୂର୍ତ୍ତି ଭାଙ୍ଗିଲା ଓ ଏଥିପାଇଁ କିଏ ଦାୟୀ ରହିବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ? ଏହି ନିମ୍ନ ମାନର ନିର୍ମାଣର ନିରପେକ୍ଷ ତଦନ୍ତ ହୋଇ, ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking