30.1 C
Bhubaneswar
Sunday, May 19, 2024
Homeଓଡିଶାରାଜ୍ୟକୁ ପୁଣି ଫେରିଲା ମାସ୍କ, ଏହି ସବୁ ସ୍ଥାନରେ ପିନ୍ଧିବା ବାଧ୍ୟତାମୂଳକ

ରାଜ୍ୟକୁ ପୁଣି ଫେରିଲା ମାସ୍କ, ଏହି ସବୁ ସ୍ଥାନରେ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ଫେରିଲା ମାସ୍କ । ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ସେବା ସହ ସଂପୃକ୍ତ ସମେସ୍ତ ପିନ୍ଧିବେ ମାସ୍କ । ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଚିକତ୍ସାଳୟରେ ଡ୍ୟୁଟି ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନିବୁଜ ଘରେ ଏକାଧିକ ଲୋକ ସମାଗମ ହେଲେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କ୍ଲିନିକ୍ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ପିନ୍ଧିବେ ମାସ୍କ । ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତମୂଳକ ।

ଓପିସିସିର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking