ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଆଜି ଲୋକସେବା ଭବନ ତୃତୀୟ ମହଲାରେ ଏହି ବୈଠକ ବସିଛି । ଏଥିରେ ପ୍ରସ୍ତାବିତ ବଜେଟ୍ ଉପରେ ମୋହର ଲାଗିପାରେ ।