36.1 C
Bhubaneswar
Sunday, May 17, 2026
Homeଓଡିଶାବାରବାଟୀରେ ଦକ୍ଷିଣ ଆଫ୍ରିକା ଟିମ୍

ବାରବାଟୀରେ ଦକ୍ଷିଣ ଆଫ୍ରିକା ଟିମ୍

କଟକ: ବାରବାଟୀରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ଟିମ୍ । ଫ୍ଲଡ୍ ଲାଇଟ୍‌ରେ ପ୍ରାକ୍ସିସ୍ ପାଇଁ ପହଞ୍ଚିଛନ୍ତି ଟିମ୍ । ସକାଳେ ଭାରତୀୟ ଟିମ୍ ପ୍ରାକ୍ସିସ୍ କରିଥିଲେ । ଆଜି ସକାଳ ସାଢ଼େ ୧୧ଟାରେ ବାରବାଟୀରେ ପହଞ୍ଚି ନେଟ୍ ପ୍ରାକଟିସ କରିଥିଲେ ଭାରତୀୟ ଟିମ୍। ଆସନ୍ତାକାଲି ବାରବାଟୀରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଖେଳାଯିବ ପ୍ରଥମ ଟି ଟ୍ୱେଣ୍ଟି। ବାରବାଟୀରେ ଏଥର ଜମିବ ଟି-ଟ୍ଵେଣ୍ଟି ଟକ୍କର। ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି। ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking