31.1 C
Bhubaneswar
Sunday, May 19, 2024
Homeଓଡିଶାହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା

ହାଇକୋର୍ଟ ଗଲା ସୌମ୍ୟ ମୃତ୍ୟୁ ମାମଲା

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି ସୌମ୍ୟଙ୍କ ପରିବାର । ସିବିଆଇ ତଦନ୍ତ ନ ହେଲେ ବି ହାଇକୋର୍ଟଙ୍କ ତଦାରଖରେ ମାମଲାର ଯାଂଚ କରିବାକୁ ଅନୁରୋଧ କରାଯାଇଛି । କ୍ରାଇମବ୍ରାଂଚ ମାମଲାର ତଦନ୍ତ ଠିକ୍ ରୂପେ କରିପାରୁନାହିଁ ବୋଲି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଘଟଣା ଦିନ ଦୁଇ ଜଣ ପୋଲିସ ଅଧିକାରୀ ପ୍ରମାଣ ନଷ୍ଟ କରିଥିଲେ । ଗୁରାଣ୍ଡି ଥାନା ଓଆଇସି ଓ ପାରଳାଖେମୁଣ୍ଡି ଆଇଆଇସି ଏଥିରେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ବାପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking