32.1 C
Bhubaneswar
Sunday, May 26, 2024
Homeଅପରାଧକବାଟ ତାଡ଼ି ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

କବାଟ ତାଡ଼ି ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଙ୍ଗଳବାର ବିଳମ୍ବିତ ରାତିରେ ଲୁଟେରା ଖଲିଙ୍ଗୀ ଗାଁର ଜଣଙ୍କ ଘରୁ କବାଟ ତାଡ଼ି ଘରେ କଳାକନା ବୁଲାଇଦେଇଛନ୍ତି । ଘରେ ସମସ୍ତେ ଶୋଇଥିବା ସମୟରେ ଘରେ ଥିବା ଲୁଟେରା ନଗଦ ଟଙ୍କା ସହିତ ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଥିଲେ । ଏହି ଘଟଣା ସମ୍ପର୍କରେ ପରିବାର ଲୋକ ପାଟପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking