29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୫୦୦ ଇଣ୍ଟରନାଲ ସର୍ଭେରେ ଦେଖାଦେଇଛି ତ୍ରୁଟି

୫୦୦ ଇଣ୍ଟରନାଲ ସର୍ଭେରେ ଦେଖାଦେଇଛି ତ୍ରୁଟି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ପ୍ରମୁଖ ଇଣ୍ଟରନେଟ ର ଗତି ଧୀରେ ହେଉଥିବାରୁ ୱେବସାଇଟ ଗୁଡିକରେ ତ୍ରୁଟି ଦେଖାଯାଉଛି । ପାଖାପାଖି ୫୦୦ ୱେବସାଇଟ ରେ ତ୍ରୁଟି ପରିଲକ୍ଷିତ ହୋଇଛି । ଉପଭୋକ୍ତା ମାନେ ଏ ନେଇ ଅଭିଯୋଗ କରିଛନ୍ତି ଯେ ୫୦୦ ଇଣ୍ଟରନାଲ ସରଭର ରେ ତ୍ରୁଟି ଦେଖାଉଛି । ଷ୍ଟକ ଟ୍ରେଡିଙ୍ଗ ଆପ ଜିରୋଧ. ଅପଷ୍ଟକସ ମଧ୍ୟ ଇନଣ୍ଟରନେଟ ପାଇଁ ସଫର ହେଉଛନ୍ତି । ଏ ନେଇ ଜିରୋଧା ପକ୍ଷରୁ ଟ୍ୱିଟ କରି କୁହାଯାଇଛି କି , ସଂଯୋଗ ସମସ୍ୟା ବିଷୟରେ ରିପୋର୍ଟ କରିଛୁ, ଯେ କ୍ଲାଉଡଫ୍ଲେୟାର ନେଟୱର୍କରେ କନେକ୍ଟଭିଟି ସମସ୍ୟା ରହୁଛି । ଦୟାକରି ଏହାର ବିକଳ୍ପ ଇଣ୍ଟରନେଟ ସଂଯୋଗର ବ୍ୟବସ୍ଥା କରନ୍ତୁ । ଷ୍ଟକ ଟ୍ରେଡିଙ୍ଗ ଆପ ଏକ ଫଟୋ ସ୍କ୍ରିନସଟ୍ ନେଇ ଟ୍ୱିଟ କରିଛି ଯେ , ବିଶ୍ୱର ଅନେକ ଇଣ୍ଟରନେଟ ବିଜନେସ ରେ କ୍ଲାଉଫ୍ଲେୟାର କୁ ବ୍ୟବହାର କରାଯାଉଛି । ଯଦି ଆପଣ ଆମ ୱେବ ସାଇଟ ସହ ଯୋଡି ହୋଇ ପାରୁ ନାହାନ୍ତି ତେବେ , ଅନ୍ୟ ଆଇଏସପି ସହ ଯୋଗ କରନ୍ତୁ । ଏ ନେଇ ଜିରୋଧା ପକ୍ଷରୁ ଟ୍ୱିଟ କରି କୁହା ଯାଇଛି । ଡାଉନ ଡିଟେକ୍ଟର ଆମେ ଯାଂଚ କଲୁ ,ଯେଉଁଥିରେ କି ଇଣ୍ଟରନେଟ ର ଗତି ଟ୍ରାକ ର ବାହାରେ ଥିଲା । ଏହା ଦର୍ଶାଉଥିଲା ଯେ କ୍ଲାଉଡଫ୍ଲେୟାର ତଳକୁ ଖସିଛି । ଏପରିକି ଆମାଜନ ୱେବ ସର୍ଭିସରେ ରିପୋର୍ଟ ମଧ୍ୟ ତଳକୁ ରହିଛି । ଡାଉନ ଡିଟେକ୍ଟର ସ୍ଲୋ ହୋଇଛି । କ୍ଲାଉଡ ଫ୍ଲେୟାର ଏହାର ଇସ୍ୟୁ କୁ ସମର୍ଥନ ପୃଷ୍ଠାରେ ସ୍ୱୀକାର କରିଛି । ଏକ ଗୁରୁତ୍ୱପୁର୍ଣ୍ଣ ଘଟଣାକୁ ଘୋଷଣା କରାଯାଇଛି ୦୬.୩୪ ଏଏମ ୟୁଟିସି । କ୍ଲାଉଡଫ୍ଲେୟାର ନେଟୱାର୍କ କନେକ୍ଟଭିଟି ରହିଛି । ବଡ କାରଣ ପାଇଁ ଏହାର ନେଟଓର୍କ ରେ ସମସ୍ୟା ଆସିଥିଲା ଏବେ ଏହାର ସମାଧାନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking