29.1 C
Bhubaneswar
Tuesday, May 7, 2024
Homeଓଡିଶାସୋଆ ମୁଖ୍ୟ ଲାଇବ୍ରେରିଆନ୍ ସମ୍ମାନିତ

ସୋଆ ମୁଖ୍ୟ ଲାଇବ୍ରେରିଆନ୍ ସମ୍ମାନିତ

ଭୁବନେଶ୍ୱର  : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମୁଖ୍ୟ ଲାଇବ୍ରେରିଆନ ଡ. ଡ଼ି.ବି.ରମେଶ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଓ ଦକ୍ଷତା ନିମନ୍ତେ “”ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧” ନିମନ୍ତେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ନିମ୍ବସ ଅନଲାଇନ ପ୍ରାଇଭେଟ ଲିମିଟେଡ ଏବଂ କେନ୍ଦ୍ର ସରକାରଙ୍କ ଲାଇବ୍ରେରି ସଂଘ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନର ଆୟୋଜନ କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ସଫଳତା, କାର୍ଯ୍ୟଦକ୍ଷତା ଓ ସମର୍ପଣ ଭାବ ନିମନ୍ତେ ଡ. ରମେଶଙ୍କୁ ଏହି ସମ୍ମାନ ପାଇଁ ମନୋନୀତ
କରାଯାଇଥିବା ନେଇ ତାଙ୍କୁ ପ୍ରଦାନ କରାଯାଇଥିବା ସନ୍ଦର୍ଭରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking