26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶକ୍ରାଇମବ୍ରାଂଚ ହାତରେ ସିମ କାର୍ଡ ଫ୍ରଡ୍ ଗ୍ୟାଙ୍ଗ

କ୍ରାଇମବ୍ରାଂଚ ହାତରେ ସିମ କାର୍ଡ ଫ୍ରଡ୍ ଗ୍ୟାଙ୍ଗ

ନୂଆଦିଲ୍ଲୀ: କ୍ରାଇମବ୍ରାଂଚ ହାତରେ ବଡ ଧରଣର ସିମ କାର୍ଡ ଫ୍ରଡ୍ ଗ୍ୟାଙ୍ଗ । ସିମ କାର୍ଡ ଫ୍ରଡ ମାମଲାରେ ଖୋଲୁଛି ଠକେଇର କଳାକାରନାମା । ଫେକ ପ୍ରମାଣ ପତ୍ର ଥିବା ସିମ୍ କୁ ବ୍ୟବହାର କରୁଥିଲେ ସାଇବର ଠକ । ବାଚସ୍ପତି ଓମ ବିର୍ଲାଙ୍କ ନାଁ ରେ ଠକୁଥିଲେ । ଫେକ ଆକାଉଣ୍ଟ ଖୋଲି ମାଗୁଥିଲେ ଟଙ୍କା । ଏହା ସହ ରାଜନେତା ଓ ବଡ ଚେହେରାଙ୍କ ନାଁ ରେ ମଗା ଯାଉଥିଲା ଟଙ୍କା । ଲୋକସଭା ବାତଚସ୍ପତିଙ୍କ ନାଁ ରେ ଲୋକଙ୍କୁ ଠକେଇ କରାଯାଉଥିଲା । ତିନଟି ଭିନ୍ନ ମୋବାଇଲ ଜରିଆରେ ଠକୁଥିଲେ । ୧୪ ହଜାର ରୁ ଅଧିକ ଫ୍ରି ଆକ୍ଟିଭ ସିମ ଜବତ ହୋଇଛି । ବିନା ପ୍ରମାଣ ପତ୍ର ରେ ଆକ୍ଟଭ ସିମ ୪୦୦ ଟଙ୍କା ରେ ବିକୁଥିଲେ ଠକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking