27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସିକ୍କିମରେ ଆତ୍ମହତ୍ୟା ହାର ସବୁଠୁ ଅଧିକ

ସିକ୍କିମରେ ଆତ୍ମହତ୍ୟା ହାର ସବୁଠୁ ଅଧିକ

ଗ୍ୟାଙ୍ଗଟକ୍‌: ସିକ୍କିମରେ ଆତ୍ମହତ୍ୟା ହାର ଦେଶରେ ସବୁଠୁ ଅଧିକ ବୋଲି ଜଣାପଡିଛି । ଏନ୍‌ସିଆର୍‌ବି (ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୨ରେ ଦେଶରେ ମୋଟ ୧,୭୦,୯୨୪ଟି ଆତ୍ମହତ୍ୟା ଘଟଣା ରେକର୍ଡ ହୋଇଥିଲା ।

ତନ୍ମଧ୍ୟରୁ ସିକ୍କିମରେ ସର୍ବାଧିକ ୨୯୩ଟି ଘଟଣା ଘଟିଥିବାବେଳେ ଏମାନଙ୍କ ମଧ୍ୟରେ ୨୨୬ ପୁରୁଷ ଓ ୬୭ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରତି ୧ ଲକ୍ଷ ଜନସଂଖ୍ୟାରେ  ସିକ୍କିମରେ ଆତ୍ମହତ୍ୟା ହାର ୪୩.୧ ପ୍ରତିଶତ ଥିବାବେଳେ ଏହାପଛକୁ ଆଣ୍ଡାମାନ ନିକୋବର (୪୨.୮%), ପୁଦୁଚେରୀ (୨୯.୭%), କେରଳ (୨୮.୫%) ଓ ଛତିଶଗଡ (୨୮.୨%) ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking