34.1 C
Bhubaneswar
Thursday, April 25, 2024
Homeଓଡିଶାଚିରଞ୍ଜିବି ଓ ମୋକିମଙ୍କୁ ସୋ କଜ୍ ନୋଟିସ ଜାରୀ

ଚିରଞ୍ଜିବି ଓ ମୋକିମଙ୍କୁ ସୋ କଜ୍ ନୋଟିସ ଜାରୀ

ଭୁବନେଶ୍ୱର : କଂଗ୍ରେସ ନେତା ଚିରଞ୍ଜିବି ବିଶ୍ୱାଳ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଛି । ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ ଜାରି କରାଯାଇଛି । ଦଳ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୋଟିସ ସୂଚନା ଦିଆଯାଇଛି । ରାଜ୍ୟ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା ଅଭିଯୋଗ ହୋଇଛି ।

ପାକିସ୍ତାନର ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ରେ ତୁଷାରସ୍ଖଳନ; ୧୦ ମୃତ୍ୟୁ, ୨୫ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking