ପାକିସ୍ତାନର ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ରେ ତୁଷାରସ୍ଖଳନ; ୧୦ ମୃତ୍ୟୁ, ୨୫ ଆହତ

ଇସ୍‌ଲାମାବାଦ୍‌: ଶନିବାର ପାକିସ୍ତାନ ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ତୁଷାରସ୍ଖଳନ ଯୋଗୁଁ ଅନ୍ୟୂନ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨୫ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ, ପାର୍ବତ୍ୟାଞ୍ଚଳ ଅନ୍ତର୍ଗତ ଆସ୍ତୋର ଜିଲ୍ଲାର ସୁଣ୍ଟର୍‌ ଟପ୍‌ ଅଞ୍ଚଳରେ ଘଟିଥିବା ଏହି ପ୍ରାକୃତିକ ଦୁର୍ବିପାକରେ ୩ଜଣ ମହିଳାଙ୍କ ସମେତ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ପାକିସ୍ତାନ ସେନାର ଯବାନମାନେ ଉଦ୍ଧାର … Continue reading ପାକିସ୍ତାନର ଗିଲ୍‌ଗିଟ୍‌-ବାଲ୍‌ତିସ୍ତାନ୍‌ରେ ତୁଷାରସ୍ଖଳନ; ୧୦ ମୃତ୍ୟୁ, ୨୫ ଆହତ