40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବରିଷ୍ଠ ବିଜେପି ନେତାଙ୍କ ବିୟୋଗରେ ଶୋକ ସଭା

ବରିଷ୍ଠ ବିଜେପି ନେତାଙ୍କ ବିୟୋଗରେ ଶୋକ ସଭା

ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ସ୍ୱର୍ଗତ ରବି ପାଢ଼ିଙ୍କ ବ୍ରାହ୍ମଣ ସାହିସ୍ଥ ନିଜ ବାସଭବନରେ ଆଜି ସକାଳେ ଦେହାନ୍ତ ହୋଇ ଯାଇଛି । ସେ ଜଣେ ଭାରତୀୟ ଜନତା ପାର୍ଟିର ଦକ୍ଷ କାର୍ଯ୍ୟକାର୍ତ୍ତ। ସହ କୃଷକ ନେତା ମଧ୍ୟ ଥିଲେ । ଆଜି ତାଙ୍କର ଦେହାନ୍ତ ପରେ ଗୁଣୁପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଗୁଣୁପୁର ବିଜେପି ପକ୍ଷରୁ ଆଜି ଶ୍ରୀରାମ ନଗର ଠାରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଶାନ୍ତି ପାଠ ସହ ସ୍ମୃତି ଚାରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking