34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୧୩ ଲକ୍ଷର ବ୍ରାଉନ ସୁଗାର ଜବତ

୧୩ ଲକ୍ଷର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହୋଇଛି ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୧୩୦ ଗ୍ରାମର ବ୍ରାଉନ ସୁଗାର ବିକ୍ରି ଯୋଜନା ବେଳେ ୨ ଜଣ ଗିରଫ ହୋଇଛନ୍ତି । ତେବେ ଏନେଇ ସୂଚନା ପାଇ ଚଢାଉ କରି ମଂଚେଶ୍ୱର ଥାନା ପୋଲିସ ଜବତ କରିଥିବା ସୂଚନା ମିଳିଛି । ତେବେ ବାରମ୍ବାର ରାଜଧାନୀରୁ ଗଂଜେଇ , ବ୍ରାଉନ ସୁଗାର ଜବତ ହେଉଛି । ପୋଲିସ ନିଶାକାରୀଙ୍କୁ ଗିରଫ କରିବା ପରେ ବି ଏହାର ଚେର କେଉଁ ଯାଏଁ ଲମ୍ବିଛି ତାର ଟେର୍ ପାଉନି ପୋଲିସ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ଚାଲାଣକାରୀ ଗିରଫ ବି ହେଉଛନ୍ତି । ହେଲେ ଏଥିରେ ରୋକ୍ ଲାଗିପାରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking