26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଶେଖ ହସିନାଙ୍କୁ ମିଳିଥିଲା ମାତ୍ର ୪୫ ମିନିଟ୍

ଶେଖ ହସିନାଙ୍କୁ ମିଳିଥିଲା ମାତ୍ର ୪୫ ମିନିଟ୍

ଢାକା : ବାଂଲାଦେଶରେ ପରିବର୍ତ୍ତନ ହୋଇଛି ସରକାର । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ପଳାଇଛନ୍ତି ଶେଖ ହସିନା । ତେବେ ବାଂଲାଦେଶୀ ଗଣମାଧ୍ୟମ ସୂଚନା ଅନୁଯାୟୀ, ହାସିନା ଦେଶ ଛାଡିବା ପୂର୍ବରୁ ବିବାଦୀ ଭାଷଣ ରେକର୍ଡ କରିବାକୁ ଚାହୁଁଥିଲେ । କିନ୍ତୁ ସ୍ଥିତି ଏପରି ହୋଇଥିଲା ଯେ ହସିନା ଭାଷଣର ପ୍ରସ୍ତୁତି ଭିତରେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ । ତେବେ କୁହାଯାଇଛି ଯେ ବାଂଲାଦେଶ ସେନା ହାସିନାଙ୍କୁ ଦେଶଛାଡିବାକୁ ମାତ୍ର ୪୫ ମିନିଟ୍ ସମୟ ଦେଇଥିଲେ । ତେବେ ହସିନା ତାଙ୍କ ଭାଷଣ ରେକର୍ଡ କରିବାକୁ ଚାହୁଁଥିଲେ ହେଁ ସମୟ କମ ଥିବା ଯୋଗୁ ସେ ତାହାକୁ ଶେଷ କରିପାରି ନଥିଲେ । ଏହା ଭିତରେ ସେନା ମୁଖ୍ୟ ବକାର-ଉଜ-ଜମାନ ଦେଶକୁ ସମ୍ବୋଧନ କରି ସେ ଏହି ହିଂସାକୁ ରୋକିବାକୁ ବିକ୍ଷୋପକାରୀଙ୍କୁ ଅପିଲ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking