28.3 C
Bhubaneswar
Friday, June 26, 2026
Homeଓଡିଶାକୋରେଇ ବଜରଙ୍ଗ ଦଳ ପକ୍ଷରୁ ଶସ୍ତ୍ର ପୂଜା

କୋରେଇ ବଜରଙ୍ଗ ଦଳ ପକ୍ଷରୁ ଶସ୍ତ୍ର ପୂଜା

ଯାଜପୁର: ଯାଜପୁର ପବିତ୍ର ନବରାତ୍ରି ଉପଲକ୍ଷେ କୋରାଇ ପ୍ରଖଣ୍ଡ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳ ତରଫରୁ କୋରାଇ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଜୀଉ ଠାକୁର୍ ବାଡି ପ୍ରାଙ୍ଗଣରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଅଛି । ଏହି ମହତ କାର୍ଯ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଭାଗ ସଂଯୋଜୋକ ବାଦଲ ନାୟକ, ଯାଜପୁର ଜିଲ୍ଲା ରାଷ୍ଟ୍ରୀୟ ବଜରଙ୍ଗ ଗୋ ସୁରକ୍ଷା ପ୍ରମୁଖ ମୃତ୍ୟୁଞ୍ଜୟ ପଟନାୟକ, କୋରାଇ ପ୍ରଖଣ୍ଡ ସଂଯୋଜୋକ ବଙ୍ଗନ୍ ଖିଲାର, ସୁରକ୍ଷା ପ୍ରମୁଖ ପ୍ରଦିପ ସାଆନ୍ତାରା, ଶହ ସଂଯୋଜୋକ୍ ପ୍ରକାଶ ସାହୁ, ମିଳନ କେନ୍ଦ୍ର ପ୍ରମୁଖ ସୀରାଜ୍ ମିଶ୍ର, ଅମର ନଥ, ନରେଶ ନାଥ, ଦିନେଶ ନାୟକ, ପିଣ୍ଟୁ ବାରିକ, ଦିଲିପ୍ ସାମଲ, ପପୁ ସେନାପତି, ଅମିତ୍ ଦାସ୍, ସୁନିଲ ଦାସ୍, ସତ୍ୟଜିତ ସାହୁ ଉପସ୍ଥିତ ଥିବା ବେଳେ ଜିଲା ଓଜ୍ୟେଶୀନି ସଂଯୋଜିକା ଅର୍ପିତା ମଲ୍ଲିକ, ଶୁଭଦ୍ରା ମଲିକ ଉପସ୍ଥିତ ରହି ମହତ କାର୍ଯ୍ୟରେ ସହୋଜଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking