28.1 C
Bhubaneswar
Thursday, May 2, 2024
Homeଅପରାଧପୁଣି ଲଜ୍ଜା: ହୋଟେଲରେ ଯୁବତୀଙ୍କ ସହ ଯାହା ହେଲା ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପୁଣି ଲଜ୍ଜା: ହୋଟେଲରେ ଯୁବତୀଙ୍କ ସହ ଯାହା ହେଲା ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କଟକ: ପୁଣି ଲଜ୍ଜା । କଟକର ଏକ ହୋଟେଲରେ  ଆଇନ ଛାତ୍ରୀଙ୍କୁ  ଦୁଷ୍ମର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାତିରେ ରୁମ୍ ଖୋଲା ଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର୍ ରୁମରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ପୀଡିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ଏବଂ ଏ-ହି ଘଟଣାରେ ମଧୁପାଟଣା ଥାନା ପୋଲିସ ହୋଟେଲର ମ୍ୟାନେଜରକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking