36.1 C
Bhubaneswar
Saturday, May 4, 2024
Homeକରୋନାଜୁଲାଇରେ ଶିଶୁଙ୍କ ଉପରେ ନୋବାଭ୍ୟାକ୍ସ ପରୀକ୍ଷଣ କରିପାରେ ସୀରମ ଇନଷ୍ଟିଚ୍ୟୁଟ

ଜୁଲାଇରେ ଶିଶୁଙ୍କ ଉପରେ ନୋବାଭ୍ୟାକ୍ସ ପରୀକ୍ଷଣ କରିପାରେ ସୀରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଅକ୍ସଫୋର୍ଡର କରୋନା ଭ୍ୟାକ୍ସିନ ଭାରତରେ ଏଷ୍ଟ୍ରାଜେନିକା ସହଯୋଗରେ ପ୍ରସ୍ତୁତ କରୁଥିବା ପୁଣେସ୍ଥିତ ଦେଶର ସବୁଠୁ ବଡ ଔଷଧ ନିର୍ମାତା କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟର ଯୋଜନା ଏବେ ନୋବାଭ୍ୟାକ୍ସ ଭ୍ୟାକ୍ସିନ ପିଲାଙ୍କ ଉପରେ ଟ୍ରାଏଲ କରିବ । ମିଳିଥିବା ସୂଚନା ଅନୁସାରେ, ଜୁଲାଇରେ ସୀରମ ଇନଷ୍ଟିଚ୍ୟୁଟ ନୋବାଭ୍ୟାକ୍ସ ଭ୍ୟାକ୍ସିନ ଶିଶୁଙ୍କ ଉପରେ ପରୀକ୍ଷଣ କରିପାରେ । ଏହାସହିତ ସିରମ ଇନଷ୍ଟିଚ୍ୟୁଟ ଦେଶରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେରିକା କମ୍ପାନୀ ନୋବାଭ୍ୟାକ୍ସ ଆସିବା ଆଶା କରାଯାଉଛି । କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ ୧୯ ବିରୋଧରେ ନୋବାଭ୍ୟାକ୍ସ ଭ୍ୟାକ୍ସିନ ପ୍ରଭାବଶାଳୀ ଓ ଉତ୍ସାହଜନକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking